ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡ଼ାଯିବା ଉଚିତ ନୁହେଁ: ଅମିତ ଶାହା

ନୂଆଦିଲ୍ଲୀ: ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡ଼ାଯିବା ଉଚିତ ନୁହେଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କିଛି ଏଭଳି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆଜି ‘ନୋ ମନି ଫର ଟେରର’ ମନ୍ତ୍ରୀ ସମ୍ମିଳନୀରେ ଭାଗ ନେଇ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ମିଳୁଥିବା ବେନାମୀ ଆର୍ଥିକ ସହାୟତାକୁ କିଭଳି ବନ୍ଦ କରାଯାଇପାରିବ ସେଥିପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ସମ୍ମିଳନୀକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି … Continue reading ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡ଼ାଯିବା ଉଚିତ ନୁହେଁ: ଅମିତ ଶାହା